Kanda Mo Priya Janmabhumi

Cover of Kanda Mo Priya Janmabhumi by Alan Paton
Author: Alan Paton
Year: 2024
Language: or
Pages: 304
ISBN-13: 9781645603047
Dimensions:
Height: 8.5 Inches
Length: 5.5 Inches
Weight: 0.85098433132 pounds
Width: 0.68 Inches
Editorial overview Touché

Kanda Mo Priya Janmabhumi by Alan Paton is published by Black Eagle Books and is set to release on July 10, 2024. This edition spans 304 pages and is presented in the Oriya language. The narrative explores the themes of colonialism and Christian conversion, reflecting the voices of the oppressed in Africa against the backdrop of increasing racial discrimination and social inequality.

Readers will find a complex portrayal of the struggles faced by the indigenous people of Africa, particularly in the context of economic and social disparities. The book delves into the fears surrounding loss of loved ones, faith, and family fragmentation, set against the tension between urban and rural life. Through intricate symbolism and rich imagery, Paton illustrates the gradual decline of African society, offering a thoughtful examination of the consequences of racial injustice.


Official synopsis Publisher

ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ – ପ୍ରିୟ ମଣିଷକୁ ହରାଇବାର ଭୟ, ବିଶ୍ୱାସ ହରାଇବାର ଭୟ, ଅପରାଧର ଭୟ, ବିଖଣ୍ଡିତ ପରିବାରର ଭୟ ଇତ୍ୟାଦି… ଏଇ ପରିପ୍ରେକ୍ଷୀରେ ସହର ବନାମ ଗାଁ, ପାରମ୍ପରିକ ଦେଶୀୟ ଜୀବନ ବନାମ ତଥାକଥିତ ସଭ୍ୟ ସହରୀକରଣ, ମୂଲ୍ୟବୋଧ ଭିତ୍ତିକ ବାପା ବନାମ ପୁଅର ଜୀବନଦୃଷ୍ଟି ଆଦିର ଏକ ସଂଘର୍ଷମୟ ବିରୋଧାଭାସକୁ ଜଟିଳ ରୂପକ ଓ ଅଳଙ୍କାର ମାଧ୍ୟମରେ ଚିତ୍ରଣ କରି ଆଲାନ୍] ପେଟନ୍] ଆଫ୍ରିକୀୟ ସମାଜର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଦର୍ଶାଇଛନ୍ତି ।

ବର୍ଣ୍ଣବୈଷମ୍ୟବାଦର କୁପରିଣାମ ଉପରେ ଏକ ସାମାଜିକ ବିବରଣୀ ଭାବରେ ବିବେଚିତ ଏଇ ଉପନ୍ୟାସଟିକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ବୌଦ୍ଧିକ ପ୍ରୟାସ ମାତ୍ର ।

FAQ
What is “Kanda Mo Priya Janmabhumi” about?
This page includes the available description and bibliographic details for “Kanda Mo Priya Janmabhumi” by Alan Paton. Synopsis preview: ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷ…
Who is the author of “Kanda Mo Priya Janmabhumi”?
“Kanda Mo Priya Janmabhumi” is credited to Alan Paton.
When was “Kanda Mo Priya Janmabhumi” published?
Publisher: Black Eagle Books. Year: 2024.
What is the ISBN for “Kanda Mo Priya Janmabhumi”?
ISBN-13: 9781645603047.
What are the book details (language, pages, edition)?
Language: or. Pages: 304.

More Books by Alan Paton

Related Books by Topic