Amruta Kankana

Cover of Amruta Kankana by Dibyasingha Panigrahi
Year: 2023
Language: or
Pages: 218
ISBN-13: 9781645604525
Dimensions:
Height: 8.5 inches
Length: 5.5 inches
Weight: 0.62 pounds
Width: 0.5 inches
Editorial overview Touché

Amruta Kankana by Dibyasingha Panigrahi is published by Black Eagle Books on September 18, 2023, and spans 218 pages. This edition presents a collection of stories originally published in 1926, showcasing the author’s contributions to Odia literature. The book includes a mix of previously published and unpublished tales, reflecting the author’s narrative style and engagement with various societal themes.

Readers will find a diverse array of stories within this collection, including notable pieces that have appeared in Utkal Sahitya and other literary platforms. The narratives are characterized by their simplicity and accessibility, making them a unique addition to the realm of Odia literature. This edition aims to provide insights into the author’s innovative storytelling approach, offering a fresh perspective on the cultural and social landscapes depicted in his works.


Official synopsis Publisher

‘ଅମୃତ କଙ୍କଣ’ ୧୯୨୬ ମସିହାରେ କଟକ ଟ୍ରେଡ଼ିଂ କମ୍ପାନୀ, ପୁରୀଦ୍ୱାରା ପ୍ରକାଶ ପାଇଥିଲା । ଗ୍ରନ୍ଥାରମ୍ଭରେ ପ୍ରକାଶକ ଲେଖିଛନ୍ତି- “ପୁରୀର ଶ୍ରୀଯୁକ୍ତ ଦିବ୍ୟସିଂହ ପାଣିଗ୍ରାହୀ ବି.ଏଲ୍]. ଓଡ଼ିଶାରେ ଜଣେ ପ୍ରସିଦ୍ଧ ଗଳ୍ପ-ଲେଖକ । ଗତ ଦଶବର୍ଷ ଧରି ସେ ଓଡ଼ିଆ ଭାଷାରେ ଉନ୍ନତ ଧରଣର ନାନା ପ୍ରବନ୍ଧ ଓ ଗଳ୍ପ ଲେଖିଛନ୍ତି । ସେଥିମଧ୍ୟରୁ କେତେ ଉତ୍କଳ ସାହିତ୍ୟ ମାସିକ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଅବଶିଷ୍ଟ କେତେକ ଏ ପର୍ଯ୍ୟନ୍ତ ଅପ୍ରକାଶିତ ଥିଲା । ଓଡ଼ିଶାର କେହି କେହି ବିଶିଷ୍ଟ ସାହିତ୍ୟସେବୀ ଦିବ୍ୟସିଂହ ବାବୁଙ୍କ ଏହି ସରଳ ସୁଲଳିତ ଗଳ୍ପ ଲେଖାର ବହୁଳ ପ୍ରଂଶସା କରି ସେ ସବୁକୁ ପୁସ୍ତକାକାରରେ ପ୍ରକାଶ କରିବାକୁ ବାରମ୍ବାର ଅନୁରୋଧ କରିବାକୁ ଆମ୍ଭେମାନେ ତାଙ୍କଠାରୁ ଅନୁମତି ନେଇ ପ୍ରକାଶ କରିଅଛୁ । ଓଡ଼ିଆ ସାହିତ୍ୟରେ ସୁରୁଚି-ସମ୍ପନ୍ନ ଗଳ୍ପ ପୁସ୍ତକ ବଡ଼ ବିରଳ । ଦିବ୍ୟସିଂହ ବାବୁ ନିଜର ଅଭିନବ ଔପନ୍ୟାସିକ ଛଟାରେ ସମାଜ ଓ ସଂସାରର ବିଭିନ୍ନ ଚିତ୍ର ସବୁ ଗଳ୍ପ ଆକାରରେ ଯେପରି ସରଳ, ସୁବୋଧ୍ୟ ଓ ହୃଦୟସ୍ପର୍ଶୀ ଭାଷାରେ ବ୍ୟକ୍ତ କରିଛନ୍ତି ତାହା ଉତ୍କଳ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ । ଏ ପୁସ୍ତକ ପାଠକଲେ ଲେଖାର ସରସତା ଓ ନୂତନତ୍ୱ ଉପଲବ୍ଧି କରାଯାଇପାରିବ ।” ଅମୃତ କଙ୍କଣର ପ୍ରଥମ ସଂସ୍କରଣରେ ସର୍ବମୋଟ ୧୫ଗୋଟି ଗଳ୍ପ ସ୍ଥାନିତ । ଏଥିରେ ଥିବା ଗଳ୍ପମାନଙ୍କ ମଧ୍ୟରେ ଗୋଟିଏ ‘ମୁକୁର’ ପତ୍ରିକାରେ (ପିତୃଶିରାଧ/ପିତୃଶ୍ରାଦ୍ଧ) ଏବଂ ୧୧ ଗୋଟି ଗଳ୍ପ (ଅମୃତ କଙ୍କଣ, ଗୟାଶ୍ରାଦ୍ଧ, ନିଶାବସାନ, ଦିବାବସାନ, ସାବିତ୍ରୀ ଉପବାସ, ପରିବର୍ତ୍ତନ, ପାନବାଲି, ଜାତୀୟତା, ଶେଷ ଉପହାର, ଆଦ୍ୟ ପରିଣାମ, ହିସାବ ନିକାଶ) ‘ଉତ୍କଳ ସାହିତ୍ୟ’ରେ ପୂର୍ବରୁ ପ୍ରକାଶ ପାଇସାରିଥିବା ବେଳେ ଅନ୍ୟ ତିନିଗୋଟି ଗଳ୍ପ (ନୂଆବୋହୂ, ଡିପାର୍ଟମେଣ୍ଟ, ପ୍ରତାରଣା) ସିଧାସଳଖ ଅମୃତ କଙ୍କଣ ପୁସ୍ତକରେ ସଂଯୋଜିତ ।

FAQ
What is “Amruta Kankana” about?
This page includes the available description and bibliographic details for “Amruta Kankana” by Dibyasingha Panigrahi. Synopsis preview: ‘ଅମୃତ କଙ୍କଣ’ ୧୯୨୬ ମସିହାରେ କଟକ ଟ୍ରେଡ଼ିଂ କମ୍ପାନୀ, ପୁରୀଦ୍ୱାରା ପ୍ରକାଶ ପାଇଥିଲା । ଗ୍ରନ୍ଥାରମ୍ଭରେ ପ୍ରକାଶକ ଲେଖିଛନ୍ତି- “ପୁରୀର ଶ୍ରୀଯୁକ୍ତ ଦିବ୍ୟସିଂହ ପାଣିଗ୍ରାହୀ ବି.ଏଲ୍]. ଓଡ଼ିଶାରେ ଜଣେ ପ୍ରସିଦ୍ଧ ଗଳ୍ପ-ଲେଖକ । ଗତ ଦଶବର୍ଷ ଧରି ସେ ଓଡ଼ିଆ ଭାଷାରେ…
Who is the author of “Amruta Kankana”?
“Amruta Kankana” is credited to Dibyasingha Panigrahi.
When was “Amruta Kankana” published?
Publisher: Black Eagle Books. Year: 2023.
What is the ISBN for “Amruta Kankana”?
ISBN-13: 9781645604525.
What are the book details (language, pages, edition)?
Language: or. Pages: 218.

Related Books by Topic